ଏତେ ଦିନପରେ ଦେଖା ହେଲା ଯେବେ ଛଳଛଳ କଲ ଆଖି ଭିତରେ ଭିତରେ କେମିତି ମୁଁ ଜଳେ ଏତେ ଦିନପରେ ଦେଖା ହେଲା ଯେବେ ଛଳଛଳ କଲ ଆଖି ଭିତରେ ଭିତରେ କେମିତି ମୁଁ ଜଳେ
କେବେ ବୁଝିବେ କେବେ ବୁଝିବେ
ଅବ ଶୋଷ ର ଧୁଆଁ ଅବ ଶୋଷ ର ଧୁଆଁ
ହୃଦୟ ଭିତରେ ହୃଦୟ ଖୋଜୁଛି ରକ୍ତ ବୋହେ ଲୁହ ହୋଇ l ହୃଦୟ ଭିତରେ ହୃଦୟ ଖୋଜୁଛି ରକ୍ତ ବୋହେ ଲୁହ ହୋଇ l
ଉପରଟା ସିନା ଚହଟ ଚିକ୍କଣ ଭିତରଟା କିନ୍ତୁ ଭିନ୍ନ ଉପରଟା ସିନା ଚହଟ ଚିକ୍କଣ ଭିତରଟା କିନ୍ତୁ ଭିନ୍ନ